Below header

ଲାଞ୍ଚ ନେବା ବେଳେ ଗିରଫ ହେଲେ ପୋଷ୍ଟାଲ ଆସିଷ୍ଟାଣ୍ଟ ଇଞ୍ଜିନିୟର

CBI ଜାଲରେ ପୋଷ୍ଟାଲ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁବାଶିଷ ପାଲ । ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଗିରଫ । ଦେବେନ୍ଦ୍ର ପୁହାଣ ନାମକ ବ୍ୟକ୍ତି ଦ୍ୱାରା ନେଉଥିଲେ ଲାଞ୍ଚ । ଦେବେନ୍ଦ୍ର ବି ଗିରଫ । ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ଅଫିସରୁ ତାଙ୍କୁ ଗିରଫ କରାଯାଇଛି ।

ସମ୍ବଲପୁର(କେନ୍ୟୁଜ୍‌) :  CBI ଜାଲରେ ପୋଷ୍ଟାଲ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁବାଶିଷ ପାଲ । ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଗିରଫ । ଦେବେନ୍ଦ୍ର ପୁହାଣ ନାମକ ବ୍ୟକ୍ତି ଦ୍ୱାରା ନେଉଥିଲେ ଲାଞ୍ଚ । ଦେବେନ୍ଦ୍ର ବି ଗିରଫ । ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ଅଫିସରୁ ତାଙ୍କୁ ଗିରଫ କରାଯାଇଛି ।

Executive engineer ଓ ତାଙ୍କ ପାଇଁ ଲାଞ୍ଚ ନେଉଥିଲେ । ବିଲ୍‌ ପାସ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା ସିବିଆଇ ଟିମ୍‌ । ଏଥିସହ ୨ ଜଣଙ୍କୁ ଉଠାଇ ନେଇଛି ସିବିଆଇ ଟିମ୍‌ ।ମାମଲାର ତଦନ୍ତକାରୀ ଅଧିକାରୀ ଅକ୍ଷୟ କୁମାର ନନ୍ଦ ଅଛନ୍ତି । ୩ ଦିନ ହେଲା ସମ୍ବଲପୁରରେ ଡେରା ପକାଇଥିଲେ CBIର ୭ ଜଣିଆ ଟିମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.