Below header
Browsing Tag

Postal Recruitment

୧୦ମ ପାସ୍‌ ଯୁବପିଢୀଙ୍କ ପାଇଁ ଚାକିରି ପାଇବାର ସୁଯୋଗ, ଡାକ ବିଭାଗରେ ଖାଲି ରହିଛି ପଦବୀ

ଭାରତୀୟ ଡାକ ବିଭାଗରେ ଯୁବପିଢୀଙ୍କ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ। ଇଛୁକ ଆବେଦନକାରୀ ଡାକ ବିଭାଗରେ ଚାକିରି କରିବାକୁ ଚାହୁଁଥିଲେ ଅଫିସିଆଲ େଓ୍ଵବସାଇଟ ମାଧ୍ୟମରେ ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ। ସୂଚନା ମୁତାବକ ଏହି ନିଯୁକ୍ତି ଓଡିଶା ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପଦବୀରେ…

୧୦ମ ପାସ୍ କରିଥିବା ଛାତ୍ର-ଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ପୋଷ୍ଟାଲ ସର୍କଲରେ ନିଯୁକ୍ତି ପାଇଁ କରିପାରିବେ ଆବେଦନ

ଦିଲ୍ଲୀ: ଦିଲ୍ଲୀ ପୋଷ୍ଟାଲ ସର୍କଲରେ ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ରିପୋର୍ଟ ଅନୁଯାୟୀ ସମୁଦାୟ ୧୭୪ ଗ୍ରାମୀଣ ଡାକ ସେବକ ପଦରେ ନିଯୁକ୍ତି ପାଇ ପାରିବେ। ଏହି ପଦବୀରେ ନିଯୁକ୍ତି ପାଇଁ ନ୍ୟୁନତ୍ତମ ବୟସ ସୀମା ୧୮ ଏବଂ ଅଧିକତ୍ତମ ବୟସ ସୀମା ୪୦ ବର୍ଷ ନିର୍ଦ୍ଦାରିତ…