Below header
Browsing Tag

poster released

ରିଲିଜ ହେଲା ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘କଡକ ସିଂ’ର ପୋଷ୍ଟର

ବଲିଉଡ ଇଣ୍ଡଷ୍ଟ୍ରୀର ପ୍ରତିଭାବାନ୍ ଅଭିନେତା ପଙ୍କଜ ତ୍ରିପାଠୀ । ଏବେ ପଙ୍କଜ ତ୍ରିପାଠୀଙ୍କ ଆଗାମୀ ଫିଲ୍ମ ‘କଡକ୍ ସିଂ'ର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଓଟିଟି ପ୍ଲାଟଫର୍ମ zee 5 ‘କଡକ୍ ସିଂ’ର ପୋଷ୍ଟରକୁ ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ…

ଚୋରି ଅଭିଯୋଗ ଆସିବା ପରେ ଏକତା କପୁରଙ୍କ ଅଲ୍ଟ ବାଲାଜୀ ଡିଲେଟ୍‌ କଲା ପୋଷ୍ଟର, ନିର୍ମାତା ମାଗିଲେ କ୍ଷମା

ଏକତା କପୁରଙ୍କ ପ୍ରଡକ୍ସନ ହାଉସ୍‌ ଅଲ୍ଟ ବାଲାଜୀ ନିକଟରେ ନିଜ େଓ୍ଵବ୍‌ ସିରିଜ୍‌ ‘ହିଜ୍‌ ଷ୍ଟୋରୀ’ର ପୋଷ୍ଟର ଏବଂ ଟିଜର ଲଞ୍ଚ୍‌ କରିଥିଲେ। ପରେ ଫିଲ୍ମ ନିର୍ମାତା ସୁଧାଂଶୁ ସରିୟା ଟ୍ଵିଟରରେ ଏକ ଟ୍ଵିଟ୍‌ କରି ଫିଲ୍ମର ପୋଷ୍ଟର ଚୋରି ହେବା ନେଇ ଅଭିଯୋଗ ଆଣିଥିଲେ। ସେ ଦାବି କରିଥିଲେ କି,…

ଶାହାରୁଖ୍‌ ଖାନ୍‌ଙ୍କ ଅପକମିଂ ମୁଭି ‘ଜିରୋ’ର ନୂଆ ପୋଷ୍ଟର ରିଲିଜ୍‌

ମୁମ୍ବାଇ : ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଛି ଶାହାରୁଖ୍‌ ଖାନ୍‌ଙ୍କ ଅପକମିଂ ମୁଭି ‘ଜିରୋ’ । ଆଜି ଫିଲ୍ମର ଆଉ ଦୁଇଟି ପୋଷ୍ଟର ରିଲିଜ୍‌ ହୋଇଛି । ଗୋଟିଏ ଫଟୋରେ ଶାହାରୁଖ ଓ କଟ୍ରିନା କୈଫ ଥିବାବେଳେ ଅନ୍ୟ ଫଟୋ ଅନୁଷ୍କା ଶର୍ମାଙ୍କ ସହ ନଜର ଆସିଛନ୍ତି । ଅନୁଷ୍କା ହ୍ଵିଲ୍‌ ଚେୟାରରେ…