Below header
Browsing Tag

potato farming in odisha

ଆଳୁ କୁଇଣ୍ଟାଲକୁ ୫୦୦ ଟଙ୍କା! ଉପଯୁକ୍ତ ବଜାର ମୂଲ୍ଯ ଏବଂ ସଂରକ୍ଷଣର ସୁବିଧା ନଥିବାରୁ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ

ଜଳେଶ୍ବର(କେନ୍ୟୁଜ୍): ଆଳୁ ଏକ ଏମିତି ପରିବା,ଯେଉଁ ପରିବା ସମସ୍ତ ବ୍ୟଞ୍ଜନର ଶିରୋନାମା ବନିଥାଏ,ମାତ୍ର ଏହି ଆଳୁ ଚାଷ କରି ନିଜର ଜୀବିକା ପ୍ରତିପୋଷଣ କରୁଥିବା ଉତ୍ତର ବାଲେଶ୍ବର ର ହଜାର ହଜାର ଆଳୁଚାଷୀ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ଉପଯୁକ୍ତ ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣର ସୁବିଧା…

ଆଳୁ ରେଟ ବଢିବା ପଛରେ କାରଣ କଣ ? କାହିଁକି ଆଳୁ ପାଇଁ ସର୍ବଦା ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ଓଡିଶା ?

ଆଳୁ ଏପରି ଏକ ପରିବା ଯାହା ବର୍ଷ ସାରା ଉପଲବ୍ଧ ହୋଇଥାଏ । ଏହାକୁ ଛାଡ଼ିଲେ ରୋଷେଇ ଘର ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଆଜି ଆଳୁ ଯେପରି ଆକାଶ ଛୁଆଁ ହୋଇଛି ଏହା ସାଧାରଣ ପରିବାର ପାଇଁ ଚିନ୍ତାର କାରଣ ହୋଇଛି । ଆଳୁର ଏହି ଦର କ’ଣ ପାଇଁ ଏମିତି ସେ ସମ୍ପର୍କରେ ଚିନ୍ତା କରିବାର ସମୟ…