ପ୍ରଭାସଙ୍କ ପାଇଁ ପାଗଳାମୀ, ମୋବାଇଲ ଟାଓ୍ଵାର ଉପରେ ଚଢ଼ି ଫ୍ୟାନ୍ କହିଲେ ସୁଇସାଇଡ୍ କରିଦେବି !
ପ୍ରଭାସଙ୍କ ପାଇଁ ଫ୍ୟାନ୍ସଙ୍କ ପାଗଳାମି ତ ଆପଣମାନେ ଜାଣିଥିବେ। କିନ୍ତୁ ନିକଟରେ ଜଣେ ଫ୍ୟାନ ଏମିତି କାମ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତେଲେଙ୍ଗାନାର ଜଣେ ଫ୍ୟାନ୍ ପ୍ରଭାସଙ୍କ ପାଇଁ ମୋବାଇଲ ଟାଓ୍ଵାର ଉପରକୁ ଚଢ଼ିଗଲେ। ରିପୋର୍ଟ ଅନୁଯାୟୀ ପ୍ରଭାସ ଯଦି ସେହି ବ୍ୟକ୍ତିଙ୍କୁ ଭେଟିବାକୁ ନ…