ଝିଅ ଜନ୍ମ ହେବା ପରେ ପ୍ରଣିଥା ସେୟାର କଲେ ଡେଲିଭରୀ ଭିଡିଓ, ଅଭିନେତ୍ରୀଙ୍କର ହୋଇଯାଇଥିଲା ଏମିତି ଅବସ୍ଥା
ଅଭିନେତ୍ରୀ ପ୍ରଣିଥା ସୁଭାଷ ମା’ ହେବା ପରେ ବହୁତ ଖୁସିରେ ରହିଛନ୍ତି। ଏବେ ସବୁ ସମୟ ଏବଂ ଧ୍ୟାନ ପୁଅର ଲାଳନପାଳନ ଉପରେ କରୁଛନ୍ତି। ପ୍ରଣିଥା ଏବେ ଏକ ଅନସିନ୍ ଭିଡିଓ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି। ଯାହା ଭାଇରଲ ହେଉଛି। ଭିଡିଓଟି ପ୍ରଣିଥାଙ୍କ ଜୀବନର ସବୁଠାରୁ…