Browsing Tag

prayagraj video viral

ଦୁଇ ପ୍ରେମିକାଙ୍କ ମଥାରେ ଭରିଥିଲେ ସିନ୍ଦୁର : ଏବେ ଜଣକ ସହିତ ଫେରାର ଆଉ ଜଣେ ଥାନାର ଦ୍ୱାରସ୍ଥ

ଗୋଟିଏ ବିବାହ ମଣ୍ଡପରେ ବର ଏକ ଏବଂ କନ୍ୟା ଦୁଇ। ଏମିତି ଏକ ବିବାହ ପ୍ରୟାଗରାଜରେ ଦେଖିବାକୁ ମିଳିଛି । ଜଣେ ଯୁବକ ଗୋଟିଏ ଝିଅ ନୁହେଁ ବରଂ ଦୁଇଟି ଝିଅଙ୍କୁ ବିବାହ କରିଥିଲେ। ଏହି ଅନନ୍ୟ ବିବାହର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। କିନ୍ତୁ ଏବେ ଏହି ଘଟଣାରେ ନୂଆ ମୋଡ ନେଇଛି।…