Browsing Tag

Pre-Wedding Ceremony

ଆସନ୍ତାକାଲି ବାଜିବ ହଂସିକା ମୋଟୱାନୀଙ୍କ ସାହାନାଇ: ହାତରେ ଲଗାଇଲେ ମେହେନ୍ଦୀ, ଫଟୋ ଭାଇରାଲ

ବଲିଉଡ ଓ ସାଉଥର ଅଭିନେତ୍ରୀ ହଂସିକା ମୋଟୱାନୀ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବକୁ ଯାଉଛନ୍ତି। ଅଭିନେତ୍ରୀଙ୍କ ବିବାହ ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଯାହାର କିଛି ଝଲକ ସାମ୍ନାକୁ ଆସିଛି। ଅଭିନେତ୍ରୀ ହଂସିକା ମୋଟୱାନୀ ଖୁବ୍ ଶୀଘ୍ର ତାଙ୍କ ସ୍ୱପ୍ନର ରାଜକୁମାର ସୋହେଲ…