Below header
Browsing Tag

pregnant wife

ଜେଲ୍‌ରେ ସ୍ୱାମୀଙ୍କ ମୁହଁ ଦେଖୁ ଦେଖୁ ଟଳିପଡ଼ିଲା ଗର୍ଭବତୀ ପତ୍ନୀ, ୨୦ ଦିନ ପରେ ହୋଇଥାଆନ୍ତା ପ୍ରସବ

ବିହାରର ଭାଗଲପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଘଟଣାରୁ ଜଣାପଡ଼ିଛି ଯେ ହତ୍ୟା ଉଦ୍ୟମରେ ଜେଲ୍‌ରେ ଥିବା ସ୍ୱାମୀଙ୍କୁ ଭେଟିବାକୁ ଯାଇଥିଲା ପତ୍ନୀ। ସେଠି ଯେତେବେଳେ ସେ ସ୍ୱାମୀଙ୍କ ମୁହଁ ଦେଖିଥିଲା, ତ ବେହୋସ୍‌ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ମୃତ…

ବସରୁ ଓହ୍ଲାଇବା ପରେ ରାସ୍ତାରେ ସନ୍ତାନ ଜନ୍ମ କଲେ ମହିଳା, ସ୍ଥାନୀୟ ମହିଳା କଲେ ସାହାଯ୍ୟ

ରାସ୍ତା ମଝିରେ ପ୍ରସବ କଲେ ମହିଳା। ବ୍ରହ୍ମପୁର ସହରର କୋର୍ଟପେଟା ଛକ ରାସ୍ତାରେ ଏହି ଘଟଣା ଘଟିଛି। ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ବ୍ରହ୍ମପୁର ବଡ ମେଡିକାଲ ଆସୁଥିଲେ। ଛକରେ ବସ୍‌ରୁ ଓହ୍ଲାଇବା ପରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ସ୍ଥାନୀୟ…