ଟମାଟୋ ଦେଉଛି ଟେନସନ୍ ! ମୁଣ୍ଡରେ ହାତ ଦେଲେଣି ଖାଉଟି
ନୂଆଦିଲ୍ଲୀ : ପେଟ୍ରୋଲଠୁ ବି ମହଙ୍ଗା ଟମାଟୋ । ଗୋଟିଏ ଲିଟର ପେଟ୍ରୋଲ ଦାମ୍ ଯେତିକି ତାଠୁ ଅଧିକ ଟଙ୍କାରେ ବିକ୍ରି ହେଉଛି କିଲେ ଟମାଟୋ । ଦେଶର କିଛି ସହରରେ ଟମାଟୋ ଦାମ୍ ଦେଢ଼ ଶହ ଟଙ୍କା ପାର କରିଛି । ବିଶାଖାପାଟଣାରେ ଦାମ୍ ରହିଛି ୧୬୦ ଟଙ୍କା । ସିଲିଗୁଡ଼ିରେ ୧୫୫, ଉତ୍ତରପ୍ରଦେଶ…