Below header
Browsing Tag

price of paddy

ଘୋଷଣା ହେଲା ଖରିଫ ଚାଷ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ, ୧୭୫୦ ଟଙ୍କାରୁ ୧୮୧୫ ଟଙ୍କାକୁ ବୃଦ୍ଧି

ଖରିଫ ଚାଷ ଲାଗି ଘୋଷଣା ହୋଇଛି ସର୍ବନିମ୍ନ ସହାୟକ ମୂଲ୍ୟ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କାରୁ ୧୮୧୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଗତବର୍ଷ ତୁଳନାରେ ୩.୭ ପ୍ରତିଶତ ଅର୍ଥାତ ୬୫ ଟଙ୍କା ବୃଦ୍ଧି ହୋଇଛି। ଜୱାର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୨୦ ଓ ମାଣ୍ଡିଆର…