ସ୍କୁଲ ହଷ୍ଟେଲରୁ ୧୫ ଛାତ୍ର ଫେରାର୍, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ
ସହିପାରିଲେନି ୱାଡେନଙ୍କ ଅତ୍ୟାଚାର । ତେଣୁ ରାତିଅଧରେ ହଷ୍ଟେଲରୁ ମାରିଲେ ଫେରାର୍ । ବାରମ୍ବାର ଅଭିଯୋଗ ପରେ ବି ଛାତ୍ରାବାସରେ ସୁଧାର ଆସିଲାନି । ତେଣୁ ବାଧ୍ୟ ହୋଇ ଛାତ୍ରାବାସ ଛାଡ଼ିବାକୁ ନିଷ୍ପତ୍ତି ନେଲେ ୧୫ ଜଣ ନାବାଳକ ସ୍କୁଲ୍ ଛାତ୍ର । ଆଉ ରାତି ୧୧ ଟାରେ ହଷ୍ଟେଲରୁ ଫେରାର ମାରିଥିଲେ…