Browsing Tag

prison breaks in indonesia

ଭୂମିକମ୍ପ ଓ ସୁନାମି ଆଣିଲା ସୁଯୋଗ, ଇଣ୍ଡୋନେସିଆ ଜେଲରୁ ଚମ୍ପଟ୍ ମାରିଲେ ୧୪୦୦ କଏଦୀ

ଜାକର୍ତ୍ତା : ଭୂମିକମ୍ପ ଓ ସୁନାମି ଇଣ୍ଡୋନେସିଆ ପାଇଁ ଆଣି ଦେଇଛି ବଡ଼ ବିପତ୍ତି । ହେଲେ ଏହି ମଉକା କଏଦୀମାନଙ୍କୁ ଖସି ଯିବାର ସୁଯୋଗ ଆଣି ଦେଇଛି । ଏଠାକାର ଆଇନ ମନ୍ତ୍ରାଳୟର ସୂଚନା ଅନୁଯାୟୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପାଲୁ ସହରରେ ଥିବା ଜେଲଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚିଛି ।…