Browsing Tag

prison escapes

ଯାଜପୁର ସବ୍ ଜେଲରେ ଥିବା ବିଚାରାଧୀନ କଏଦୀ ପାଚେରି ଡେଇଁ ଫେରାର, ନାବାଳିକା ଦୁଷ୍କର୍ମ ଘଟଣାରେ ହୋଇଥିଲା ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍): ପାଚେରି ଡେଇଁ ଫେରାର ହୋଇଗଲା କଏଦୀ । ଯାଜପୁର ସବ ଜେଲରେ ବିଚାରାଧୀନ କଏଦୀ ଥିବା ରାଜେଶ ମୁଣ୍ଡା ଗତକାଲି ସଂଧ୍ୟା ରେ ପାଚେରି ଡେଇଁ ଫେରାର ହେବାରେ ସକ୍ଷମ ହୋଇଛି । ରାଜେଶର ଘର ମୟୁରଭଂଜ ଜିଲ୍ଲା କରଂଜିଆ ଅଂଚଳରେ ବୋଲି ଜଣାପଡିଛି । ସେ ଯାଜପୁର ରୋଡ ଥାନା ଅଂଚଳରୁ…