Browsing Tag

private centres

ଆଜିଠୁ ଆରମ୍ଭ ହେଲା ବୁଷ୍ଟର ଡୋଜ୍ ଟିକାକରଣ: ୧୮ ବର୍ଷରୁ ଅଧିକ ବୟସର ଲୋକ ନେଇପାରିବେ ଡୋଜ୍‌

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯାଉଛି କରୋନା ଟିକାର ବୁଷ୍ଟର ଡୋଜ୍‌ । ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରିକସନାରୀ ଡୋଜ୍‌ ମିଳିପାରିବ । ବିନା ପଞ୍ଜିକରଣରେ ଲୋକେ ବୁଷ୍ଟର ଡୋଜ ନେଇପାରିବେ । ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ ଏବଂ ଦ୍ୱିତୀୟ ଡୋଜ୍‌ କୋଭିଡ୍‌…