ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରୋ ହକି ଲିଗ୍, ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ
କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରୋ ହକି ଲିଗ୍ । ଏଫଆଇଏଚ୍ ହକି ପ୍ରୋଲିଗ୍ –୨୦୨୦ ରେ ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ । ବିଶ୍ୱକପ୍ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ମୁହାଁମୁହିଁ ହେବେ । ଏଥିପାଇଁ ଦୁଇ ଦେଶ ଜୋରଦାର ଅଭ୍ୟାସ କରିଛନ୍ତି ।…