ବ୍ୟାଙ୍କ ଠକେଇ ଅଭିଯୋଗରେ ଫସିଲା ଭୂଷଣ କମ୍ପାନୀ, ଅସ୍ଥାୟୀ ଭାବରେ ୪ ହଜାର ୨୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କଲା…
କେନ୍ୟୁଜ୍ (ବ୍ୟୁରୋ): ବ୍ୟାଙ୍କ ଠକେଇ ଅଭିଯୋଗରେ ଫସିଲା ଭୂଷଣ ଷ୍ଟିଲ ଏଣ୍ଡ ପାଓ୍ଵାର ଲିମିଟେଡ୍। ଅସ୍ଥାୟୀ ଭାବରେ ୪ ହଜାର ୨୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ବା PMLA କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୂଷଣର…