ବମ୍ବେ ହାଇକୋର୍ଟ : ବେଶ୍ୟାବୃତ୍ତି କୈାଣସି ଅପରାଧ ନୁହେଁ, ମହିଳାମାନେ ନିଜ ଇଚ୍ଛାରେ ବାଛି ପାରବେ ଏହି ବୃତ୍ତି
ଆମ ସମାଜରେ ବେଶ୍ୟାବୃତ୍ତିକୁ ଅପରାଧ ଭାବେ ଗ୍ରହଣ କରାଯାଏ । ଏବେ ବମ୍ବେ ହାଇକୋର୍ଟ ବେଶ୍ୟାବୃତ୍ତିକୁ ନେଇ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହାଇକୋର୍ଟ ତା’ଙ୍କ ରାୟରେ କହିଛନ୍ତି ଯେ ଇମୋରାଲ୍ ଟ୍ରାଫିକିଙ୍ଗ ପ୍ରିଭେନ୍ସନ୍ ଆକ୍ଟ ଅନୁଯାୟୀ ବେଶ୍ୟାବୃତ୍ତି କୈାଣସି ଅପରାଧ ନୁହେଁ ।…