ପାକିସ୍ତାନୀ ଖେଳାଳିଙ୍କ ସହିତ ରାଶିଦ ଖାନ ଶ୍ରୀବାଲୀ ଗୀତରେ କଲେ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ
ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ଫିଲ୍ମ ରିଲିଜ ହେବା ପରେ କ୍ରିକେଟରଙ୍କ ମଧ୍ୟ ଫିଭର ଚଢିଥିଲା। ଡେଭିଡ ଓ୍ଵାର୍ଣ୍ଣର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ପୁଷ୍ପା ଫିଲ୍ମର ଡାଇଲଗକୁ କପି କରି କହିଛନ୍ତି। ଏବେ ଏମାନଙ୍କ ଛଡା…