Browsing Tag

puja thali decoration

ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ, ଏମିତି ଆକର୍ଷକ ଢଙ୍ଗରେ ଘରେ ସଜାନ୍ତୁ ପୂଜା ଥାଳି

ଯେକୌଣସି ବ୍ରତ ବା ପୂଜାରେ ପୂଜା ଥାଳିର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଥାଏ। ଭଗବାନଙ୍କ ନାମ ମନରେ ସ୍ମରଣ କରି ଶ୍ରଦ୍ଧାଳୁ ଏହି ଥାଳିକୁ ଭକ୍ତିପୂତ ଭାବେ ସଜାଡ଼ିଥାନ୍ତି। ଠାକୁରଙ୍କ ପୂଜାରେ ବ୍ୟବହୃତ ହେଉଥିବା ଥାଳିରେ କେତେକ ଜିନିଷ ରହିବା ନିତାନ୍ତ ଆବଶ୍ୟକ ହୋଇଥାଏ। ଯଥା: ଚନ୍ଦନ, ସିନ୍ଦୁର,…