Browsing Tag

puri accident

ପୁରୀ ଗଲାବେଳେ ଟ୍ରକ୍ ପଛପଟୁ ଧକ୍କା ଦେଲା କାର୍: ଗୋଟିଏ ପରିବାରର ୮ଜଣ ଗୁରୁତର

ନୟାଗଡ଼(କେନ୍ୟୁଜ): ନୟାଗଡ଼, ସୋନପୁର ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଟ୍ରକ ପଛପଟୁ ଧକ୍କା ଦେଲା ଏକ ସ୍ୱିଫ୍ଟ ଡିଜାର କାର୍ । ଯାହାଫଳରେ ଗୋଟିଏ ପରିବାରର ୮ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ହରିବନ୍ଧୁ ମେହେର, ତାଙ୍କ ସ୍ତ୍ରୀ ଏବଂ ପିଲା ମାନଙ୍କୁ ନେଇ ଏକ…

ଦର୍ଶନ ସାରି ବଡ଼ଦାଣ୍ଡରେ ବସିଥିବାବେଳେ ଧକ୍କା ଦେଲା ପିକଅପ ଭ୍ୟାନ୍, ୪ ଆହତ

ପୁରୀ(କେନ୍ୟୁଜ): ପୁରୀ ବଡ଼ଦାଣ୍ଡରେ ପିକଅପ ଭ୍ୟାନ ଧକ୍କାରେ ୪ ଆହତ । ଗୁରୁତର ବୈଜୟନ୍ତ ସାହୁ,ଗିରି ସାହୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଆହତ ଅନୁଗୁଳ ଜିଲ୍ଲା ଲୁହାମୁଣ୍ଡା ଅଞ୍ଚଳର ଭକ୍ତ । ଦର୍ଶନ ସାରି ବଡ଼ଦାଣ୍ଡରେ ବସିଥିବାବେଳେ ପିକଅପ ଭ୍ୟାନ ଧକ୍କା ଦେଇଥିବା ସୂଚନା ମିଳିଛି।