Browsing Tag

puri dfo

ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ମାଡ ମରା ଘଟଣା,ନିଲମ୍ବିତ ହେଲେ ଦୁଇ ବନକର୍ମଚାରୀ

କେନ୍ୟୁଜ(ବ୍ୟୁରୋ): ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ମାଡ ମରା ଘଟଣା। ବନବିଭାଗ ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ଆକ୍ରମଣ କରିଥିବା ଦୁଇ ବନକର୍ମଚାରୀ ନିଲମ୍ବିତ। ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟ ଗାର୍ଡ ବିରଜା ମହାପାତ୍ର ନିଲମ୍ବିତ। ନିଲମ୍ବିତ କଲେ ପୁରୀ ଡିଏଫଓ…