Below header
Browsing Tag

puri eviction

ମାଟିରେ ମିଶୁଛି ପୁରୀର ଐତିହ୍ୟ ସମ୍ପନ୍ନ ଏମାର ମଠ, ଚାଲିଛି ଉଚ୍ଛେଦ ପ୍ରକ୍ରିୟା

ପୁରୀ(କେନ୍ୟୁଜ୍) : ମାଟିରେ ମିଶୁଛି ପୁରୀର ଐତିହ୍ୟ ସମ୍ପନ୍ନ ଏମାର ମଠ । ଆରମ୍ଭ ହୋଇଛି ପୁରୀ ଏମାର ମଠର ଉଚ୍ଛେଦ ପ୍ରକ୍ରିୟା । ଚତୁର୍ଥ ତାଲାରୁ ଭଙ୍ଗାକାର୍ଯ୍ୟ ଆରମ୍ଭ କରାଯାଇଛି। ସେହିପରି ଉପର ମହଲାରେ ଥିବା ରଘୁନନ୍ଦନ ଲାଇବ୍ରେରୀକୁ ଭଙ୍ଗାଯାଉଛି। ୧୯୨୧ ମସିହାରେ ସ୍ଥାପିତ ଏହି ପାଠାଗାରର…

ପୁରୀରେ ଜୋରଦାର ହେଲା ଉଛେଦ ଅଭିଯାନ: ମାଟିରେ ମିଶିଲା ଶତାଧିକ ବର୍ଷ ପୁରୁଣା ଲଙ୍ଗୁଳି ମଠ, ଆଜି ଏମାର ମଠ ପାଳି

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚାରିପାଖରେ ୭୫ ମିଟର ଉଚ୍ଛେଦ ନେଇ କ୍ୟାବିନେଟ୍‌ ନିଷ୍ପତ୍ତିକୁ ଲାଗୁ କରିବାକୁ ଯାଉଛି ପ୍ରଶାସନ । ଏନେଇ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଥିବାରୁ ଆଜିଠୁ ସର୍ଭେ ଆରମ୍ଭ ହେବ । ୭୫ ମିଟର ପରିସୀମା ମଧ୍ୟରେ ଆସୁଥିବା ମଠ, ଦୋକାନ, ଘର ସବୁକୁ ଉଚ୍ଛେଦ…

ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା, ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । କେବେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ସେନେଇ ପ୍ରଶାସନ କିଛି ସ୍ପଷ୍ଟ କରିନାହିଁ । ଗତକାଲି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର…

ପୁରୀରେ ତୃତୀୟ ଦିନରେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଜାରି, ଭକ୍ତଙ୍କ ସୁବିଧା ପାଇଁ ବଡଦାଣ୍ଡରେ ୫୦୦ ମିଟର ପର୍ଯ୍ୟନ୍ତ…

ପୁରୀ(କେନ୍ୟୁଜ୍): ପୁରୀରେ ତୃତୀୟ ଦିନରେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବାକିଥିବା ଅବଶିଷ୍ଟ ନିର୍ମାଣ ଭଙ୍ଗାଯାଉଛି। ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ ସରକାରୀ, ବେସରକାରୀ କୋଠା ଉଛେଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି…

ପୁରୀରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାର ଆଜି ଦ୍ୱିତୀୟ ଦିନ: ଭଙ୍ଗା ଚାଲିଛି ସିଂହଦ୍ୱାର ପୋଲିସ ଫାଣ୍ଡି, ସୂଚନା କେନ୍ଦ୍ର…

ପୁରୀ(କେନ୍ୟୁଜ୍): ପୁରୀରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାର ଆଜି ଦ୍ୱିତୀୟ ଦିନ । ଭଙ୍ଗା ଯାଉଛି ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପାଖ ନିର୍ମାଣ। ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାର ପଟକୁ ଥିବା ସମସ୍ତ ନିର୍ମାଣକୁ ଭାଙ୍ଗି ଦିଆଯାଇଛି। ୨ୟ ଦିନରେ ସିଂହଦ୍ୱାର ପୋଲିସ ଫାଣ୍ଡି, ସୂଚନା କେନ୍ଦ୍ର, ଜୋତା…