Below header
Browsing Tag

puri temple sevayat

ସଂକ୍ରମଣକୁ ନେଇ ଆଶଙ୍କାରେ ସେବାୟତ, କରୋନାର ସେକେଣ୍ଡ ଷ୍ଟ୍ରେନ୍‌ ଆସିବା ପରେ ପୁଣି ବନ୍ଦ ହେବ କି ଜଗା ଦର୍ଶନ?

ପୁରୀ: ଶ୍ରୀମନ୍ଦିରର ଏସଓପିକୁ ଭିତରେ ଏବଂ ବାହାରେ ଠିକ୍‌ ଭାବେ ପାଳନ କରାଯାଉନାହିଁ । ଏପର୍ଯ୍ୟନ୍ତ ସେବାୟତଙ୍କୁ ଭ୍ୟାକ୍ସିନେସନ୍‌ କରାଯାଇ ନାହିଁ । ତେଣୁ କୋଭିଡ୍‌କୁ ନେଇ ସେବାୟତ ମାନେ ଆତଙ୍କିତ ଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଭକ୍ତ ଓ…

ଲାଗିଲା କାଳିଆ ଡୋରି: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ, ସୁରକ୍ଷା ବ୍ୟବସ୍ଥା ପାଇଁ…

ପୁରୀ: ଲାଗିଲା କାଳିଆ ଡୋରି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ । ପ୍ରଥମ ଦିନରେ ୭ଟି ଓ୍ଵାର୍ଡବାସୀଙ୍କୁ ଦର୍ଶନ ସୁଯୋଗ ଦିଆଯାଇଛି । ଗହଳିକୁ ଦୃଷ୍ଟିରେ ରଖି ୬ନଂ ଓ ୯ଂ ଓ୍ଵାର୍ଡବାସୀ ଚତୁର୍ଥାମୂତ୍ତିକୁ ଦର୍ଶନ କରୁଛନ୍ତି । ୩୧ ତାରିଖ ଯାଏ ସବୁ ଦିନ…

ଶ୍ରୀମନ୍ଦିର ସେବାୟତଙ୍କୁ ତୃତୀୟ ପର୍ଯ୍ୟାୟରେ ପୁଣି ଆଜିଠାରୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଆଜିଠାରୁ ପୁଣି ଥରେ ଦିଆଯିବ ହୋମିଓପାଥି ଔଷଧ। କରୋନା ସଂକ୍ରମଣ ମୁକାବିଲା ପାଇଁ ୨ ଦିନ ଧରି ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ଔଷଧ ବଣ୍ଟନ କରାଯିବ। ରଥଯାତ୍ରା ପୂର୍ବରୁ ଓ ପରେ ପ୍ରାୟ ୫ହଜାର ସେବାୟତ ପରିବାରଙ୍କୁ ହୋମିଓପାଥି ବଣ୍ଟନ କରାଯାଇଥିଲା।…