Browsing Tag

puri visit

ପୁରୀରେ ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ କଟକଣା: ଏଣିକି ଷ୍ଟେସନରେ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଣ୍ଟିଜେନ୍‌ ଟେଷ୍ଟ…

ପୁରୀ: ପୁରୀରେ ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ କଟକଣା । ଏଣିକି ପୁରୀ ଆସିଲେ ଷ୍ଟେସନରେ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଣ୍ଟିଜେନ୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ପଜଟିଭ୍‌ ଚିହ୍ନଟ ହେଲେ ଏମାନଙ୍କୁ ଆଇସୋଲେସନରେ ରଖାଯିବ । ହୋଟେଲ କିମ୍ବା ଧର୍ମଶାଳାରେ ରହିବାକୁ ହେଲେ ୭୨ ଘଣ୍ଟା ପୂର୍ବର…

ପୁରୀରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ବି.କେ. ଶର୍ମା, କହିଲେ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ

ପୁରୀରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ବି.କେ. ଶର୍ମା । ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । କେଉଁ ଧରଣର ଅପରାଧ ହେଉଛି, ତର୍ଜମା କରାଯିବ । ପଡ଼ିରହିଥିବା ମାମଲାର ଫଇସଲା ହେବ ବୋଲି ସୂଚନା ଦେଇଛନ୍ତି । ପୁରୀ ଉଚ୍ଛେଦ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଠିକ…