Browsing Tag

Purvanchal Expressway Inauguration

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଯାତ୍ରା କରିବା ଏବେ ପଡିବ ମହଙ୍ଗା, କିଲୋମିଟର ପିଛା ଦେବାକୁ ହେବ ୨ ଟଙ୍କା ୪୫ ପଇସା

ଯୋଗୀ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଏବେ ଯାତ୍ରା ହେବ ମହଙ୍ଗା। ଉତ୍ତର ପ୍ରଦେଶ ସରକାର ଏକ୍ସପ୍ରେସ ୱେରେ ଟୋଲ୍‌ ପ୍ଲାଜା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ମେ ପ୍ରଥମରୁ ଟୋଲ ପ୍ଲାଜା…

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ରାସ୍ତା ଉପରେ ଜଲଓ୍ଵା ଦେଖାଇଲେ ଯୁଦ୍ଧ ବିମାନ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ କରଓ୍ଵାରଖେରିରେ ଆଜି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିଛନ୍ତି । ଅପରାହ୍ନ ୧.୩୦ରେ ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ହରକୁଲେସ ବିମାନରେ ସେଠାରେ ଓହ୍ଲାଇଛନ୍ତି । ବାୟୁସେନାର ବିମାନC-130j ହର୍କୁଲେସ ବିମାନରେ ଆସି ପହଞ୍ଚିଲେ…