Browsing Tag

pyaz kachori

ଆଜି ପ୍ରସ୍ତୁତ କରନ୍ତୁ ପିଆଜ କଚୁଡି, ଚା ସହିତ ଏକଦମ୍ ମଜା ଆସିଯିବ

ଆପଣ ଆଳୁ ଏବଂ ଡାଲି କଚୁଡି ଖାଇଥିବେ। କିନ୍ତୁ କେବେ ପିଆଜ କଚୁଡି ଖାଇଛନ୍ତି।ଏହା ସ୍ୱାଦରେ ଏକଦମ୍ ଜବରଦସ୍ତ। ଏହାକୁ ବନାଇବା ମଧ୍ୟ ବହୁତ ସହଜ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ ଛୋଟ କଟା ହୋଇଥିବା ଧନିଆପତ୍ର – ୨ ଚାମଚ୍‌ ତେଲ – ୧…