Browsing Tag

Qualifier Round

ଆଜିଠୁ ଟି-୨୦ କ୍ରିକେଟରେ ଲାଗିବ ଇଣ୍ଟରନ୍ଯାସନାଲ ତଡକା, କ୍ବାଲିଫାୟାର ରାଉଣ୍ଡ ପାଇଁ ଖେଳାଯିବ ଦୁଇଟି ମ୍ଯାଚ୍

ଆଇପିଏଲ ୨୦୨୧ ସରିବା ପରେ ଆଜିଠାରୁ ଓମାନର ମସ୍କଟଠାରେ ଟି-୨୦ ବିଶ୍ବକପ୍‌ ଆରମ୍ଭ ହେଉଛି। ମ୍ୟାଚ୍‌ଗୁଡ଼ିକ ଓମାନ ଏବଂ ୟୁଏଇରେ ଆୟୋଜିତ ହେବ। ଟୁର୍ଣ୍ଣାମେଣ୍ଟରେ ସୁପର ୧୨ ଟିମ୍ ପରେ ଅନ୍ଯ ୪ଟି ଟିମ୍ ପାଇଁ ଆଜି କ୍ବାଲିଫାୟର ରାଉଣ୍ଡ ଆରମ୍ଭ ହେବ। ୧୬ ଦଳୀୟ ପ୍ରତିଯୋଗିତାରେ ମୋଟ ୪୫ ମ୍ୟାଚ୍…