Browsing Tag

radhe shyam teaser out

ରାଧେଶ୍ୟାମ୍‌ର ନୂଆ ଟିଜର ରିଲିଜ୍‌: ରୋମାଣ୍ଟିକ୍‌ ହେଲେ ପ୍ରଭାସ, ଆଣ୍ଠୁ ମାଡ଼ି ବସି ପୂଜା ହେଗ୍‌ଡେଙ୍କୁ କଲେ ପ୍ରପୋଜ୍‌

ଫିଲ୍ମ ‘ବାହୁବଳୀ’ରେ ନିଜ ଆକ୍ସନ୍‌ରେ ଦୁନିଆକୁ ଦିଓ୍ଵାନା ବନାଇଥିବା ପ୍ରଭାସ ଏବେ ରୋମାଣ୍ଟିକ୍‌ ହୋଇ ଯାଇଛନ୍ତି। ନିକଟରେ ପ୍ରଭାସ ଫ୍ୟାନ୍‌ଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଭାଲେଣ୍ଟାଇନ୍‌ ଡେ’ରେ କିଛି ଖାସ୍‌ ଉପହାର ଦେବେ। ସୋମବାର ଦିନ ସେ ନିଜ କଥା ରଖିଛନ୍ତି। ପ୍ରଭାସ ଭାଲେଣ୍ଟାଇନ୍‌…

ଆଜି ପ୍ରଭାସଙ୍କ ଜନ୍ମଦିନରେ ରିଲିଜ୍‌ ହେଲା ‘ରାଧେଶ୍ୟାମ୍‌’ର ଟିଜର, ଦେଖନ୍ତୁ ଫାଷ୍ଟ ଲୁକ୍‌

ପ୍ରଭାସଙ୍କ ଫ୍ୟାନ୍‌ମାନଙ୍କର ଆଜି ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ସାଉଥ୍‌ ଷ୍ଟାର ପ୍ରଭାସଙ୍କ ରୋମାଣ୍ଟିକ୍‌ ଫିଲ୍ମ ‘ରାଧେଶ୍ୟାମ’ର ଟିଜର ଆଜି ତାଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଛି। ଫିଲ୍ମର ଟିଜର ରିଲିଜ୍‌ ହେଉ ହେଉ ଫ୍ୟାନ୍‌ମାନେ ଏହାକୁ ଭାଇରାଲ କରିବା ଆରମ୍ଭ ଦେଇଛନ୍ତି। ଟିଜରରେ…