Browsing Tag

rafale aircraft

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି, ଆସୁଛି ଆହୁରି ୧୦ ରାଫେଲ୍‌

ଭାରତୀୟ ବାୟୁସେନାର ଶକ୍ତି ଆଗାମୀ ଦିନରେ ଆହୁରି ବଢ଼ିବ। ଆଗାମୀ ୩୦ ଦିନରେ ସେନାକୁ ଆହୁରି ୧୦ ରାଫେଲ ଲଢ଼େଇ ବିମାନ ମିଳିଯିବ। ୩ ବିମାନ ୩୦-୩୧ ମାର୍ଚ୍ଚ ସୁଦ୍ଧା ଆସିଯିବ। ବାକି ୭ ବିମାନ ୭ କିମ୍ବା ୮ ଏପ୍ରିଲ ସୁଦ୍ଧା ଭାରତ ପହଞ୍ଚିବ। ଏଗୁଡ଼ିକୁ ମିଶାଇ ଭାରତୀୟ ବାୟୁସେନା ବିମାନ ସଂଖ୍ୟା ବଢ଼ି…

ବଢିବ ବାୟୁସେନାର ଶକ୍ତି, ୨୦୨୧ ଏପ୍ରିଲ ସୁଦ୍ଧା ସାମିଲ ହେବେ ଆଉ ୧୬ଟି ଲଢୁଆ ରାଫେଲ ବିମାନ

୨୦୨୧ ମସିହା ମଧ୍ୟ ଭାଗ ସୁଦ୍ଧା ଭାରତୀୟ ବାୟୁସେନାରେ ୧୬ଟି ଲଢୁଆ ରାଫେଲ ବିମାନ ସାମିଲ ହେବେ । କହିରଖିବା ଉଚିତ ହେବକି, ଜୁଲାଇ ୨୯ ତାରିଖରେ ଫ୍ରାନ୍ସରୁ ଆସିଥିବା ୫ଟି ଲଢୁଆ ରାଫେଲ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ଯାହାକୁ ବର୍ତ୍ତମାନ ସମୟରେ ଅଂବାଲା ସ୍ଥିତ ଗୋଲଡେନ…