Below header
Browsing Tag

raffle deal

ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି ରାଫେଲ୍ ଡିଲର ଗୁପ୍ତ ଦସ୍ତାବିଜ୍

ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି ରାଫେଲ ଦସ୍ତାବିଜ୍। ଏହାର ତଦନ୍ତ ଚାଲିଛି। ଯେଉଁମାନେ ଚୋରି ହୋଇଥିବା ଦସ୍ତାବିଜ ତଥ୍ୟ ପ୍ରକାଶ କରିଛନ୍ତି ସେମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ଚିନ୍ତା କରାଯାଉଛି। ସୁପ୍ରିମକୋର୍ଟରେ ଆଜି ରାଫେଲ ମାମଲାର ପୁନଃ ବିଚାର ପାଇଁ ଆବେଦନର ଶୁଣାଣି…

ରାଫେଲ ସହ ପ୍ରତିରକ୍ଷା କିଣାବିକା ନେଇ ଆଜି ଆସିବ ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ବାରମ୍ବାର ଦାବି ପରେ ଆଜି ସଂସଦରେ ଉପସ୍ଥାପିତ ହେବ ରାଫେଲ ବିମାନ କିଣା ସଂପର୍କୀତ ସିଏଜି ରିପୋର୍ଟ। ଏଥିପାଇଁ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଅନୁମତି ଦେଇଛନ୍ତି । ରାଫେଲ ଡିଲ ନେଇ ଦେଶରେ ଚର୍ଚ୍ଚା ଲାଗି ରହିଥିବାରୁ ସିଏଜି ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି ।…

ପୁଣି ହେଲା ରାଫେଲ ହଙ୍ଗାମା : ଡିଲ୍ ନେଇ ଲୋକସଭାରେ ବର୍ଷିଛନ୍ତି ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ରାଫେଲ ଡିଲ୍ ନେଇ ଗୃହରେ ବର୍ଷିଛନ୍ତି ରାହୁଲ ଗାନ୍ଧି । ଏନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଫ୍ରାନସ ସହ ରାଫେଲ ଡିଲ୍ ଅନିୟମିତା ନେଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜବାବ ମାଗୁଛି ଦେଶ । ଅନିଲ ଅମ୍ବାନୀ ଜଣେ ବିଫଳ ବ୍ୟବସାୟୀ । ତାଙ୍କୁ କାହିଁକି…