Browsing Tag

raging

ବ୍ରହ୍ମପୁରରେ ଛାତ୍ରୀଙ୍କୁ ରାଗିଂ ଘଟଣା: ଜଣେ ଗିରଫ ଅନ୍ୟ ୩ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା

ବ୍ରହ୍ମପୁର(କେନ୍ୟୁଜ୍): ଛାତ୍ରୀଙ୍କୁ ରାଗିଂ ଘଟଣାରେ ୨ ଛାତ୍ର ଗିରଫ। ରାଗିଂ ଅଭିଯୋଗରେ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଅଭିଷେକ ନାହାକ ଓ ବବ୍‌ଲୁ ପଣ୍ଡାଙ୍କୁ ଗିରଫ କରିଛି ବଡ଼ବଜାର ଥାନା ପୋଲିସ। ଅନ୍ୟ ୩ ଛାତ୍ରଙ୍କୁ ଅଟକ ରଖାଯାଇଛି । ଗିରଫ ଦୁଇ…