Browsing Tag

rahane run out

ଜାଡେଜାଙ୍କ ଅର୍ଦ୍ଧଶତକ ପାଇଁ ରନଆଉଟ୍ ହେଲେ ରାହାଣେ, ଏବେ ଟ୍ରୋଲ ହେଉଛନ୍ତି ଜାଡେଜା

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଆଜିଙ୍କ୍ୟ ରାହାଣେ ୧୧୨ ରନ୍ କରି ଆଉଟ ହୋଇଛନ୍ତି । ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ କରିବାକୁ ଥିବା ବେଳେ ରାହାଣେ ସିଙ୍ଗଲ୍ ରନ୍ ନେବାକୁ ଯାଇ ରନ୍ ଆଉଟ ହୋଇଥିଲେ । ରାହାଣେ ଏପରି ଆଉଟ ହେବା ପରେ…