ଲିଖିତ ଭାବେ ନିଃସର୍ତ୍ତ କ୍ଷମା ମାଗିଲେ ପାଣ୍ଡ୍ୟା ଓ ରାହୁଲ, ଏବେ ତଦନ୍ତ ହେବ
ମୁମ୍ବାଇ : ନିଃସର୍ତ୍ତ କ୍ଷମା ମାଗିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍ ରାହୁଲ । ଟିଭି ଚାଟ୍ ସୋ’ରେ ଅଶାଳୀନ କଥା କହିଥିବା ଦୁଇ କ୍ରିକେଟ୍ ଖେଳାଳି ଲିଖିତ ଭାବେ ବିସିସିଆଇକୁ ନିଜ କର୍ମ ପାଇଁ କ୍ଷମା ମାଗିଥିବା ସମ୍ପର୍କରେ ସିଓଏ ମୁଖ୍ୟ ବିନୋଦ ରାୟ ସୂଚନା ଦେଇଛନ୍ତି । ତେବେ ଭୁଲ ପାଇଁ…