Browsing Tag

Railway accident

ରେଲୱେ କ୍ରସିଂ ଗେଟମ୍ୟାନଙ୍କ ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ, ୪ ଡବା ଜଳି ପୋଡି…

ଉତ୍ତରପ୍ରଦେଶର ଆଗ୍ରାରେ ଭଦାଇ ରେଳ ଷ୍ଟେସନ ରେଲୱେ କ୍ରସିଂ ଗେଟ୍‌ମ୍ୟାନଙ୍କ ଯୋଗୁଁ ଟଳିଗଲା ବଡ ଦୁର୍ଘଟଣା । ଟ୍ରେନରେ ଭୟଙ୍କର ନିଆଁ ଲାଗିବାରୁ ରକ୍ଷା କରିଥିଲେ ଗେଟମ୍ୟାନ୍‌ ୟଶପାଲ ସିଂ । ଏହି ଘଟଣାରେ ଟ୍ରେନର ୪ଟି ବଗି ନିଆଁରେ ଛାରଖାର ହୋଇଯାଇଛି । ଟ୍ରେନରେ ନିଆଁ ଲାଗିବା ଯୋଗୁଁ ୧୧ ଜଣ…

ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ,କାନ୍ଦ ବୋବାଳିରେ ଫାଟିପଡୁଛି ପୂରା ପରିବେଶ

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ଦୁର୍ଘଟଣା। ଏକାବେଳକେ ତିନୋଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ…

ରେଳଲାଇନ୍‌ରେ ଅଘଟଣ: ବାଂଲାଦେଶରେ ମିନିବସ୍ ଉପରେ ଚଢ଼ିଗଲା ଟ୍ରେନ୍‌, ୧୧ ମୃତ ,୫ ଆହତ

ନୂଆଦିଲ୍ଲୀ : ଶୁକ୍ରବାର ଦିନ ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଥିବା ରେଲ୍‌ କ୍ରସିଙ୍ଗ୍‌ରେ ଗୋଟାଏ ଟ୍ରେନ୍‌ ଏକ ମାଇକ୍ରୋବସ୍‌ ଉପରେ ଧକ୍କା ଖାଇବାରୁ ୧୧ଜଣ ବସ୍‌ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ…