Browsing Tag

Railway Officer

ରେଳ ଅଧିକାରୀଙ୍କ ଘରେ CBI ରେଡ; ଦେଢ଼ କୋଟିରୁ ଅଧିକ ଟଙ୍କା ଓ ୧୭ କିଲୋ ସୁନା ଗହଣା ଜବତ

ଭୁବନେଶ୍ୱର (କେନ୍ୟୁଜ): ଅବସର ପ୍ରାପ୍ତ IRTS ଅଧିକାରୀ ପ୍ରମୋଦ କୁମାର ଜେନାଙ୍କ ଘରେ CBI ରେଡ । ଚଢ଼ଉ ସମୟରେ ତାଙ୍କ ଘରୁ ୧ କୋଟି ୫୭ ଲକ୍ଷ ଟଙ୍କା ସିବିଆଇ ଜବତ କରିଛି। ଏହାସହ ତାଙ୍କ ଘରୁ ୧୭ କିଲୋ ସୁନା ଅଳଙ୍କାର ଜବତ ହୋଇଛି। ମିଳିଥିବା ଗହଣାର ଆନୁମାନିକ ମୂଲ୍ୟ ୮.୫ କୋଟି ହେବ ବୋଲି…