Below header
Browsing Tag

rainfall in similipal

ଶିମିଳିପାଳରେ ଲଗାଣ ବର୍ଷା : ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ କଲା ବନବିଭାଗ

କରଞ୍ଜିଆ (କେନ୍ୟୁଜ): ଲଗାଣ ବର୍ଷା ପାଇଁ ଶିମିଳିପାଳ ବନ୍ଦ । ପର୍ଯ୍ୟଟକଙ୍କ ପାଇଁ ଗୋଟିଏ ଦିନ ବନ୍ଦ କଲା ବନବିଭାଗ । ଅଭୟାରଣ୍ୟ ଭିତରେ ବର୍ଷା ଲାଗି ରହିଥିବାରୁ ବନ୍ଦ ଘୋଷଣା କରାଯାଇଛି । ଲଗାଣ ବର୍ଷା ହେଲେ ମାଟି ରାସ୍ତାରେ ଗାଡି ଅଟିକିବା ସହିତ ଅନେକ ସମସ୍ୟା ସୃଷ୍ଟି ହେଇଥାଏ ।…

ଆଜିବି ବର୍ଷା ପାଇଁ ଶିମିଳିପାଳ ବନ୍ଦ, କେବଳ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକଙ୍କୁ ମିଳିବ ଅନୁମତି

ବାରିପଦା(କେନ୍ଯୁଜ୍): ବର୍ଷା ପାଇଁ ଶିମିଳିପାଳ ବନ୍ଦ। ବାତ୍ୟା ଜଓ୍ଵାଦ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା ଲାଗିରହିଥିବାରୁ ଆଜି ପୁଣି ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଇଛି । କେବଳ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକଙ୍କୁ ମିଳିବ ଅନୁମତି। ପୂର୍ବରୁ ୪ ଓ ୫ ତାରିଖରେ…