Below header

ଶିମିଳିପାଳରେ ଲଗାଣ ବର୍ଷା : ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ କଲା ବନବିଭାଗ

ଲଗାଣ ବର୍ଷା ପାଇଁ ଶିମିଳିପାଳ ବନ୍ଦ । ପର୍ଯ୍ୟଟକଙ୍କ ପାଇଁ ଗୋଟିଏ ଦିନ ବନ୍ଦ କଲା ବନବିଭାଗ । ଅଭୟାରଣ୍ୟ ଭିତରେ ବର୍ଷା ଲାଗି ରହିଥିବାରୁ ବନ୍ଦ ଘୋଷଣା କରାଯାଇଛି ।

କରଞ୍ଜିଆ (କେନ୍ୟୁଜ): ଲଗାଣ ବର୍ଷା ପାଇଁ ଶିମିଳିପାଳ ବନ୍ଦ । ପର୍ଯ୍ୟଟକଙ୍କ ପାଇଁ ଗୋଟିଏ ଦିନ ବନ୍ଦ କଲା ବନବିଭାଗ । ଅଭୟାରଣ୍ୟ ଭିତରେ ବର୍ଷା ଲାଗି ରହିଥିବାରୁ ବନ୍ଦ ଘୋଷଣା କରାଯାଇଛି । ଲଗାଣ ବର୍ଷା ହେଲେ ମାଟି ରାସ୍ତାରେ ଗାଡି ଅଟିକିବା ସହିତ ଅନେକ ସମସ୍ୟା ସୃଷ୍ଟି ହେଇଥାଏ । ଗତକାଲିଠାରୁ ଅଭୟାରଣ୍ୟରେ ବର୍ଷା ଲାଗି ରହିଥିବାରୁ ପର୍ଯ୍ୟଟକମାନେ ହଇରାଣ ନ ହେବା ପାଇଁ ବନ୍ଦ କରାଯାଇଛି । ତେବେ ରାତିରେ ରହିବା ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ଅଭୟାରଣ୍ୟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.