Below header
Browsing Tag

raj babbar

ଅଭିନେତାରୁ ନେତା ବନିଥିବା ରାଜ୍‌ ବବରଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ

ମୁମ୍ବାଇ : ବଲିଉଡ୍‌ର ବରିଷ୍ଠ ଅଭିନେତା ତଥା କଂଗ୍ରେସ ନେତା ରାଜ ବବରଙ୍କୁ କୋର୍ଟ ଶୁଣାଇଲେ ଦୁଇ ବର୍ଷର ଜେଲ୍‌ ଦଣ୍ଡ । ଗୋଟିଏ ୨୬ ବର୍ଷ ତଳର ମାମଲାରେ ତାଙ୍କୁ ଲକ୍ଷ୍ନୌର ଏମ୍‌ପି-ଏମ୍‌ଏଲ୍‌ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି । ତା ସହିତ ୮୫୦୦ ଟଙ୍କାର ଅର୍ଥଦଣ୍ଡ ମଧ୍ୟ ଦେଇଛନ୍ତି । ରାଜ…

ରାଜ ବବର ଏବଂ ତାଙ୍କ ସମର୍ଥକଙ୍କୁ ଗୋଡେଇ ଗୋଡେଇ ଜୋତାରେ ପିଟିବାକୁ ଧମକ ଦେଲେ ଏହି ବିଏସ୍‌ପି ନେତା , ଦେଖନ୍ତୁ…

ଲକ୍ଷ୍ନୌ(କେନ୍ୟୁଜ୍ ): ଉତ୍ତର ପ୍ରଦେଶର ଫତେପୁର ସିକ୍ରି ଲୋକସଭା ଆସନରୁ ବିଏସ୍‌ପି ଟିକେଟ୍‌ରେ ନିର୍ବାଚନ ଲଢୁଥିବା ଶ୍ରୀଭଗବାନ ଶର୍ମା ଓରଫ ଗୁଡୁ ପଣ୍ଡିତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସର ଲୋକସଭା ପ୍ରାର୍ଥୀ…