Browsing Tag

rajdhani express runs without bogies

କଟକର କାଠଯୋଡ଼ି ପୋଲ ଉପରେ ବଗି ଛାଡ଼ି ପଳାଇଥିଲା ଇଞ୍ଜିନ୍‌ , ମରାମତି ପରେ ଗଡ଼ିଲା ରାଜଧାନୀ ଏକ୍ସପ୍ରେସ

କଟକ(କେନ୍ୟୁଜ୍) : ମରାମତି ପରେ ଗଡ଼ିଲା ରାଜଧାନୀ ଏକ୍ସପ୍ରେସ। ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ବେଳେ ବଗି ଛାଡ଼ି ପଳାଇଥିଲା ଇଞ୍ଜିନ୍‌ । କଟକର କାଠଯୋଡ଼ି ପୋଲ ଉପରେ ରାଜଧାନୀ ଏକ୍ସପ୍ରେସରେ ବଗି ଠାରୁ ଇଞ୍ଜିନ ଅଲଗା ହୋଇଯାଇଥିଲା। ଟ୍ରେନ୍‌ର ବି-୩ ଓ ବି-୪ ବଗି ଅଲଗା…