ବିଏସ୍ପି ସାଂସଦଙ୍କୁ ମଞ୍ଚ ଉପରେ ଶକ୍ତ ଚାପୁଡ଼ା ମାରିଲେ ମହିଳା, ନିର୍ବାଚନରେ ଟିକେଟ୍ ନ ମିଳିବାକୁ ନେଇ ଥିଲେ…
ବହୁଜନ ସମାଜ ପାର୍ଟି (ବିଏସ୍ପି) ସାଂସଦଙ୍କୁ ଶକ୍ତ ଚାପୁଡ଼ା । ମହାରାଷ୍ଟ୍ର କାର୍ଯ୍ୟକାରିଣୀ ବୈଠକରେ ସାଂସଦଙ୍କୁ ଚାପୁଡ଼ା ମାରିବା ମାମଲା ଏବେ ସାମ୍ନାକୁ ଆସିଛି । ବିଏସ୍ପି ସାଂସଦ ରାମଜୀ ଗୌତମଙ୍କୁ ବୈଠକ ମଝିରେ ଜଣେ ମହିଳା କାର୍ଯ୍ୟକର୍ତ୍ତା ଚାପୁଡ଼ା କଷି ଦେଇଥିଲେ । ଏହି ଘଟଣା ବୁଧବାର…