Below header
Browsing Tag

ram rahim

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ମିଳିଲା Z+ ସିକ୍ୟୁରିଟି, ପୋଲିସ କହିଲା ଜୀବନ ପ୍ରତି ରହିଛି ବିପଦ

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ହରିୟାଣା ସରକାର Z ପ୍ଲସ ସିକ୍ୟୁରିଟି ପ୍ରଦାନ କରିଛନ୍ତି। ପଞ୍ଜାବ ନିର୍ବାଚନ ପୂର୍ବରୁ ପାରୋଲରେ ବାହାରକୁ ଆସିଛନ୍ତି ଡେରା ସଚ୍ଚା ସୌଦା ମୁଖ୍ୟ ରାମ୍ ରହିମ। ସେ ପାରୋଲରେ ଆସିବା ପରେ ତାଙ୍କୁ ଏପରି ଦିଆଯାଇଛି। ଖଲିସ୍ତାନୀଙ୍କ ପ୍ରତି ତାଙ୍କ ଜୀବନକୁ…

ସଚ୍ଚା ସୌଦା ମୁଖ୍ୟ ଗୁରୁମୀତ ରାମ ରହିମଙ୍କୁ ଆଜୀବନ ଜେଲ୍

ହରିଆଣାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡ ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମୀତ ରାମ ରହିମଙ୍କୁ ଆଜୀବନ ଜେଲ୍ । ଦଣ୍ଡାଦେଶ ଶୁଣାଇଛନ୍ତି ହରିଆଣା ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ। ଘଟଣାର ୧୬ ବର୍ଷ ପରେ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ରାମ ରହିମଙ୍କ ସହ ଅନ୍ୟ ତିନି…

୧୬ ବର୍ଷ ପରେ ମିଳିଲା ନ୍ୟାୟ, ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ରାମ ରହିମ ଦୋଷୀ ସାବ୍ୟସ୍ତ

ହରିୟାଣା : ହରିୟାଣାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡ ମାମଲାରେ ଆସିଲା ରାୟ। ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମୀତ ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମ ରହିମଙ୍କ ସମେତ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୧୭ ତାରିଖରେ…