Below header
Browsing Tag

ramachandra malick

ଯାଜପୁର, ଅାରପାରିରେ ପୂର୍ବତନ ସାଂସଦ ରାମଚନ୍ଦ୍ର ମଲ୍ଲିକ

ଯାଜପୁର (କେନ୍ୟୁଜ୍) : ପୂର୍ବତନ ସାଂସଦ ରାମଚନ୍ଦ୍ର ମଲ୍ଲିକଙ୍କ ପରଲୋକ। ଆଜି ସକାଳ ସମୟରେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ଦୁଇ ଥର ଯାଜପୁର ଲୋକସଭା ସାଂସଦ ଭାବେ ନିର୍ବାଚିତ ଥିଲେ।