ଯାଜପୁର, ଅାରପାରିରେ ପୂର୍ବତନ ସାଂସଦ ରାମଚନ୍ଦ୍ର ମଲ୍ଲିକ

ଯାଜପୁର (କେନ୍ୟୁଜ୍) : ପୂର୍ବତନ ସାଂସଦ ରାମଚନ୍ଦ୍ର ମଲ୍ଲିକଙ୍କ ପରଲୋକ। ଆଜି ସକାଳ ସମୟରେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଯାଇଛି।

ramachandra ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ଦୁଇ ଥର ଯାଜପୁର ଲୋକସଭା ସାଂସଦ ଭାବେ ନିର୍ବାଚିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.