Browsing Tag

ranvir kapoor

ନିଆଁରେ ଖେଳୁଛନ୍ତି ରଣବୀର, ସାମ୍ନାକୁ ଆସିଲା ‘ବ୍ରହ୍ମାସ୍ତ୍ର’ ସେଟ୍‌ରୁ ଫଟୋ

ଖୁବ୍‌ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଫିଲ୍ମ ନିର୍ମାତା ଅୟାନ ମୁଖାର୍ଜୀ ଶୁକ୍ରବାର ଦିନ ଫିଲ୍ମଟି ହଲ୍‌କୁ ଆସିବା ନେଇ ଇସାରା ଦେଇଛନ୍ତି। ତେବେ କେଉଁ ତାରିଖରେ ଫିଲ୍ମଟି ପରଦାକୁ ଆସିବ ସେ ନେଇ ଏବେ ଯାଏଁ ନିର୍ମାତା…

ଋଷି କପୁରଙ୍କୁ ଶେଷଥର ଦେଖିବା ପାଇଁ ଦିଲ୍ଲୀରୁ ଆସିପାରିଲେନି ଝିଅ ରିଦ୍ଧିମା, ପତ୍ନୀ ଓ ପୁତ୍ରଙ୍କ ସମେତ ଶ୍ମଶାନ ଘାଟରେ…

ଗୁରୁବାର ଅପରାହ୍ନରେ ଚନ୍ଦନୱାଡି ଶ୍ମଶାନ ଘାଟରେ ଋଷି କପୁରଙ୍କ ଅନ୍ତିମ ସଂସ୍କାର କରିଦିଆ ଯାଇଛି । ପତ୍ନୀ ନିତୁ କପୁର ଓ ପୁଅ ରଣବୀର କପୁରଙ୍କ ସମେତ ପ୍ରାୟ 24 ଜଣ ଲୋକ ଏଠାରେ ଉପସ୍ଥିତ ଥିଲେ । ତାଙ୍କ ଝିଅ ରିଦ୍ଧିମା କପୁର ସାହନି ଦିଲ୍ଲୀରେ ଅଛନ୍ତି । ସେ ପୂର୍ବରୁ ଚାର୍ଟର ବିମାନ ଦେଇ…