ପ୍ରେମିକାକୁ ଦୁଷ୍କର୍ମ ପରେ ୧୧୧ ଥର ଛୁରି ମାରି ହତ୍ୟା କରିଥିବା ଅପରାଧୀକୁ ମୁକ୍ତ କରିଦେଲେ ପୁଟିନ
୧୭ ବର୍ଷ ଜେଲ ଦଣ୍ଡ ପାଇଥିବା ଜଣେ ଜଘନ୍ୟ ଅପରାଧୀକୁ କ୍ଷମା କରିଦେଇଛନ୍ତି ରାଷ୍ଟ୍ରପତି ପୁଟିନ । ପୁରସ୍କାର ସ୍ୱରୁପ ତାକୁ ଦେଇଛନ୍ତି ଜୀବନ ଦାନ । ଖାଲି ସେତିକି ନୁହେଁ ତା’ର ସମସ୍ତ ଅପରାଧୀକ ରେକର୍ଡକୁ ମଧ୍ୟ ସଫା କରିଦେଇଛନ୍ତି । କାରଣ ହେଉଛି ସେ ୟୁକ୍ରେନ ଯୁଦ୍ଧରେ ଲଢ଼ିବାକୁ ଇଚ୍ଛା…