ର୍ୟାପର କାର୍ଡି ବି କରାଇଲେ ନ୍ୟୁଡ୍ ଫଟୋଶୁଟ, ସ୍ୱାମୀ ଅଫ୍ସେଟଙ୍କ ସହିତ ଦେଖାଇଲେ ବେବି ବମ୍ପ୍
BET ଆଓ୍ଵାର୍ଡସ୍ରେ ର୍ୟାପର କାର୍ଡି ବି ଓ ତାଙ୍କ ସ୍ୱାମୀ ଅଫ୍ସେଟ ଘୋଷଣା କରିଥିଲେ କି, ଜଲ୍ଦି ହିଁ ସେମାନେ ନିଜ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କପଲ୍ ଏକ ସାଥୀରେ ପରଫର୍ମ କରିବାକୁ ବି ଘୋଷଣା କରିଥିଲେ। କାର୍ଡି ଓ ଅଫ୍ସେଟ…