Below header
Browsing Tag

rath jatra

ଗଜପତି ମହାରାଜାଙ୍କ ଛେରାପହଁରା ପରେ ମାଉସୀ ମା ଅଭିମୁଖେ ତିନିରଥ

ପୁରୀ(କେନ୍ୟୁଜ୍): ତିନିରଥରେ ରଥାରୂଢ ହୋଇଛନ୍ତି ତିନିଠାକୁର । ପହଣ୍ଡି ସରିବା ପରେ ନୀତିକାନ୍ତି ହୋଇଥିଲା । ପୁରୀରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ରଥାରୂଢ ହେବାପରେ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥିଲା । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ…

ରଥଯାତ୍ରା ମଝିରେ ଆଉ ୯ ଦିନ ବାକି : ତିନି ରଥକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି ବିଶ୍ୱକର୍ମା, ଭୋଇ ସେବକ

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମଝିରେ ଆଉ ୯ ଦିନ ବାକି। ତିନି ରଥକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି ବିଶ୍ୱକର୍ମା, ଭୋଇ ସେବକ ଓ ରୂପକାର ସେବକ। ତିନି ରଥର ଭୂଇଁ କାମ ଆରମ୍ଭ ହୋଇଛି। ପୂର୍ବରୁ ବିଶ୍ୱକର୍ମା ଯୋଖା ହଣା ଶେଷ କରିଥିଲେ । ଏବେ ତିନି ରଥର ୩ଟି ଭୂଇଁ ନିର୍ମାଣ ପାଇଁ…