Browsing Tag

ravana death causes

ରାବଣ ମୃତ୍ୟୁ ପଛର କାରଣ ଏହି ସମସ୍ତଙ୍କ ଅଭିଶାପ, ଜାଣନ୍ତୁ ସଂପୂର୍ଣ୍ଣ କାହାଣୀ

ଆମେ ସମସ୍ତେ ଜାଣିଛେ, ରାବଣ ବଧ ଭଗବାନ ରାମ କରିଥିଲେ। କିନ୍ତୁ ବହୁତ କମ୍‌ ଲୋକ ଜାଣନ୍ତି କି, ରାବଣର ମୃତ୍ୟୁ କାରଣ ପଛରେ ଅନେକଙ୍କର ଅଭିଶାପ ରହିଥିଲା। ରାବଣ ନିଜ ଜୀବନରେ ଏମିତି କିଛି କର୍ମ କରିଥିଲା, ଯେଉଁଥିପାଇଁ ତାଙ୍କୁ ଏମିତି ଅଭିଶାପ ମିଳିଥିଲା। ଯାହା ପାଇଁ ରାବଣ କୂଳ ବିନାଶ…