ରବି କିଶନଙ୍କୁ ବଡ଼ ଆଶ୍ୱସ୍ତି, ତାଙ୍କ ଝିଅ ବୋଲି କହୁଥିବା ଯୁବତୀଙ୍କ DNA ଟେଷ୍ଟ୍ ଦାବି ସମ୍ପର୍କିତ ଆବେଦନ କୋର୍ଟରୁ…
ଭୋଜପୁରୀ ଏବଂ ହିନ୍ଦୀ ସିନେମାର ଷ୍ଟାର ରବି କିଶନଙ୍କୁ ମୁମ୍ବାଇ କୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । ନିଜକୁ ତାଙ୍କ ଝିଅ ବୋଲି ଦାବି କରୁଥିବା ୨୫ ବର୍ଷୀୟା ଯୁବତୀ ଶିନୋଭା କିଛି ଦିନ ତଳେ ଅଭିନେତାଙ୍କ DNA ଟେଷ୍ଟ୍ ପାଇଁ ଦାବି କରିଥିଲେ । ଶିନୋଭା କହିଥିଲେ ଯେ ସେ ରବି କିଶନଙ୍କ ଝିଅ ।…